ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରନ୍ତଙ୍କ ସଂଖ୍ୟା କମିବାେରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ୫୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪୧୮ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କ୍ୱାରେନଟାଇନରୁ ୨୪୧ ଜଣ ଓ ୧୭୭ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୨୫ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୩୧୧୨୫୬ ଜଣ । ତେବେ ୫୬୭୭ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।
Covid-19 Report For 29th November
New Positive Cases : 418
In quarantine: 241
Local contacts: 177(Details of local contacts will be shared by concerned District Administration)
District Wise Cases:
1. Angul: 34
2. Balasore: 19
3. Bargarh: 7
4. Bhadrak: 4
5. Balangir: 15— I & PR Department, Odisha (@IPR_Odisha) November 30, 2020
6. Cuttack: 25
7. Deogarh: 2
8. Dhenkanal: 7
9. Gajapati: 2
10. Ganjam: 7
11. Jagatsinghpur: 16
12. Jajpur: 20
13. Jharsuguda: 14
14. Kalahandi: 13
15. Kandhamal: 2
16. Kendrapada: 19
17. Keonjhar: 19
18. Khurda: 23
19. Koraput: 9
20. Malkangiri: 3
21. Mayurbhanj: 32— I & PR Department, Odisha (@IPR_Odisha) November 30, 2020
22. Nawarangpur: 3
23. Nayagarh: 7
24. Nuapada: 23
25. Puri: 13
26. Rayagada: 17
27. Sambalpur: 17
28. Sundargarh: 41
29. State Pool: 5New recoveries: 707
Cumulative tested: 5904570
Positive: 318725
Recovered: 311256
Active cases: 5677— I & PR Department, Odisha (@IPR_Odisha) November 30, 2020