ଭୁବନେଶ୍ୱର : ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୮୮ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 21st July
New Positive Cases: 1178
Of which 0-18 years: 146
In quarantine: 690
Local contacts: 488(Details of local contacts will be shared by concerned District)
1. Angul: 3
2. Balasore: 18
3. Bargarh: 31
4. Bhadrak: 10
5. Balangir: 11
6. Boudh: 19— I & PR Department, Odisha (@IPR_Odisha) July 22, 2022
ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୪୬ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୯୪, କଟକରୁ ୧୦୪, ଷ୍ଟେଟପୁଲରୁ ୫୭, ସମ୍ବଲପୁରରୁ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
7. Cuttack: 104
8. Deogarh: 10
9. Dhenkanal: 1
10. Gajapati: 4
11. Ganjam: 1
12. Jagatsinghpur: 8
13. Jajpur: 34
14. Jharsuguda: 17
15. Kalahandi: 32
16. Kandhamal: 13
17. Kendrapada: 13
18. Keonjhar: 12
19. Khurda: 252
20. Koraput: 13
21. Mayurbhanj: 97
22. Nawarangpur: 9— I & PR Department, Odisha (@IPR_Odisha) July 22, 2022
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୪, ୩୬୯କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୭୨୪୫ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୦୨୬ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୭,୯୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
23. Nayagarh: 30
24. Nuapada: 13
25. Puri: 20
26. Rayagada: 23
27. Sambalpur: 111
28. Sonepur: 18
29. Sundargarh: 194
30. State Pool: 57New recoveries: 1026
Cumulative tested: 32456798
Positive: 1304369
Recovered: 1287941
Active cases: 7245— I & PR Department, Odisha (@IPR_Odisha) July 22, 2022