30.1 C
Bhubaneswar
Monday, May 20, 2024
Homeଓଡିଶାରାଜ୍ୟରେ ଆଜି ୮,୩୧୩ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୮,୩୧୩ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜର ତଳକୁ ଖସି ୮ ହଜାର ଭିତରେ ସୀମିତି ଥିଲା। ହେଲେ ଆଜି ପୁଣି ଏହାର ସଂଖ୍ୟା ବଢିଛି। ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ ।

ଅନୁଗୁଳରୁ ୫୦୫, ବାଲେଶ୍ୱରରୁ ୪୫୨, ବରଗଡ଼ରୁ ୨୭୯, ଭଦ୍ରକ ୧୧୭, ବଲାଙ୍ଗୀର ୧୧୯, ବୌଦ୍ଧ ୨୦୯, କଟକ ୫୯୩, ଦେବଗଡ଼ ୫୫, ଢେଙ୍କାନାଳ ୪୦୭, ଗଜପତି ୮୫, ଗଞ୍ଜାମ ୧୨୯, ଜଗତସିଂହପୁର ୨୮୦, ଯାଜପୁର ୩୫୪, ଝାରସୁଗୁଡ଼ା ୧୧୧, କଳାହାଣ୍ଡି ୧୬୨, କନ୍ଧମାଳ ୯୦, କେନ୍ଦ୍ରାପଡ଼ା ୩୩୧, କେନ୍ଦୁଝର ୧୮୦, ଖୋର୍ଦ୍ଧା ୯୭୪, କୋରାପୁଟ ୧୯୮, ମାଲକାନଗିରି ମୟୂରଭଞ୍ଜ ୫୩୨, ନବରଙ୍ଗପୁର ୨୦୫, ନୟାଗଡ଼ ୨୮୩, ନୂଆପଡ଼ା ୫୩, ପୁରୀ ୪୦୫, ରାୟଗଡ଼ା ୧୪୮, ସମ୍ୱଲପୁର ୨୦୪, ସୋନପୁର ୧୨୩, ସୁନ୍ଦରଗଡ଼ ୪୬୫ ଓ ଷ୍ଟେଟ୍ ପୁଲରୁ ୧୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking