ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆଣିଥିବା ଅଭିଯୋଗ ଉପରେ ନୋଟିସ୍ ହୋଇଥିବା ସୂଚନା ରହିଛି । ବିରୋଧୀ ପଲିଟିକାଲ ଗିମିକ୍ କରୁଛନ୍ତି କହିଲେ ମନ୍ତ୍ରୀ ପୂଜାରୀ ।