34.5 C
Bhubaneswar
Tuesday, April 7, 2026
Homeଓଡିଶାବାଚସ୍ପତିଙ୍କୁ ଅସମ୍ମାନ : ନିନ୍ଦା ପ୍ରସ୍ତାବ ଗୃହୀତ

ବାଚସ୍ପତିଙ୍କୁ ଅସମ୍ମାନ : ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର :  ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ । ଗୃହରେ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ । ନିନ୍ଦା ପ୍ରସ୍ତାବ ଗୃହୀତ, ଗୃହ ଘଣ୍ଟାଏ ପାଇଁ ମୁଲତବୀ । କାଲି ବାଚସ୍ପତିଙ୍କ ପୋଡିୟମ ଦଖଲ କରିବାକୁ ଉଦ୍ୟମ କରିଥିଲେ ବିଜେଡି । ରୋମାଞ୍ଚ ବିଶ୍ୱାଳ ଓ ମାଧବ ଧଡା ପୋଡିୟମ ଉପରକୁ ଚଢି ଯାଇଥିଲେ ।

ବିଧାନସଭାରେ ସଂରକ୍ଷଣ ତାତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking