30.1 C
Bhubaneswar
Saturday, May 10, 2025
Homeଓଡିଶାଆଠମଲ୍ଲିକ ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆଠମଲ୍ଲିକ ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆଠମଲ୍ଲିକ: ଆଠମଲ୍ଲିକରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍। ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ମେ ୧ରୁ ୭ ଦିନ ପାଇଁ ଲାଗୁହେବ କଟକଣା। ଏହି ୨ଟି ୱାର୍ଡରେ କରୋନା ସଂକ୍ରମଣ ବୃଦ୍ଧିପାଇବା ପରେ ଏନଏସି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସହରରେ ଡ଼ାକବାଜି ଯନ୍ତ୍ର ଯୋଗେ ଏନେଇ ପ୍ରଚାର ପ୍ରଚାର କରାଯାଇଛି। ପୂର୍ବରୁ କିଶୋରନଗର ବ୍ଲକର ଜାମୁନାଳି ପଞ୍ଚାୟତର ବାଦିବାହାଳ, ଲୁହାମୁଣ୍ଡା ପଞ୍ଚାୟତର ଡେବେରାପାଲୀ, ହଣ୍ଡପା ପଞ୍ଚାୟତର ପ୍ରତାପପୁର ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking