40.1 C
Bhubaneswar
Sunday, June 16, 2024
Homeଓଡିଶାଭିଜିଲାନ୍ସ ଜାଲରେ କନଷ୍ଟେବଳ

ଭିଜିଲାନ୍ସ ଜାଲରେ କନଷ୍ଟେବଳ

ବାରିପଦା : ଭିଜିଲାନ୍ସ ଜାଲରେ କନଷ୍ଟେବଳ । କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ରେଡ୍ ହୋଇଛି । ମୟୂରଭଞ୍ଜ SP ଅଫିସରେ କାର୍ଯ୍ୟ କରନ୍ତି କନଷ୍ଟେବଳ ଦଣ୍ଡପାଟ । କନଷ୍ଟେବଳ ଦଣ୍ଡପାଟଙ୍କ ୬ଟି ଘରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ଭିଜିଲାନ୍ସର ୩୫ ଜଣ ଅଫିସର ସାମିଲ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking