24.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶସଂସଦ ଘେରାଉ କରିବ କଂଗ୍ରେସ: ଅଳକା ଲାମ୍ବା

ସଂସଦ ଘେରାଉ କରିବ କଂଗ୍ରେସ: ଅଳକା ଲାମ୍ବା

ନୂଆଦିଲ୍ଲୀ: ବାଲେଶ୍ୱର ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ । ଏନେଇ ସୂଚନା ଦେଲେ  ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ୨୧ରେ ସଂସଦ ଅଧିବେଶନ ଆରମ୍ଭ ହେବ । ଘେରାଉ କରିବ କଂଗ୍ରେସ । ଘେରାଉ ବେଳେ ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ । ଓଡିଶାରେ ସିଷ୍ଟମ ପୂରା ଫେଲ ମାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking