ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସ କର୍ମୀ ଏବଂ ପୋଲିସ ମୁହାଁମୁହିଁ । କଂଗ୍ରେସ ଲୋକସଭା ଭବନ ଘେରାଉ ପାଇଁ ଗଲା ବେଳେ ମୁହାଁମୁହିଁ । କଂଗ୍ରେସ ଭବନରୁ ବାହାରିଥିବା ରାଲିକୁ ବାଟରେ ଅଟକାଇଲା ପୋଲିସ । ରାଲିରେ ପିସିସି ପ୍ରଭାରୀ, ସଭାପତିଙ୍କ ସହ ବହୁ ବରିଷ୍ଠ ନେତା ସାମିଲ । ପୋଲିସ ବ୍ୟାରିକେଡକୁ ଡେଇଁବା ପାଇଁ କଂଗ୍ରେସ କର୍ମୀଙ୍କ ଉଦ୍ୟମ ।