29.4 C
Bhubaneswar
Thursday, April 18, 2024
Homeଓଡିଶାକଂଗ୍ରେସ-ପୋଲିସ ମୁହାଁମୁହିଁ

କଂଗ୍ରେସ-ପୋଲିସ ମୁହାଁମୁହିଁ

ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସ କର୍ମୀ ଏବଂ ପୋଲିସ ମୁହାଁମୁହିଁ । କଂଗ୍ରେସ ଲୋକସଭା ଭବନ ଘେରାଉ ପାଇଁ ଗଲା ବେଳେ ମୁହାଁମୁହିଁ । କଂଗ୍ରେସ ଭବନରୁ ବାହାରିଥିବା ରାଲିକୁ ବାଟରେ ଅଟକାଇଲା ପୋଲିସ । ରାଲିରେ ପିସିସି ପ୍ରଭାରୀ, ସଭାପତିଙ୍କ ସହ ବହୁ ବରିଷ୍ଠ ନେତା ସାମିଲ । ପୋଲିସ ବ୍ୟାରିକେଡକୁ ଡେଇଁବା ପାଇଁ କଂଗ୍ରେସ କର୍ମୀଙ୍କ ଉଦ୍ୟମ ।

ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking