28.1 C
Bhubaneswar
Friday, April 11, 2025
Homeଓଡିଶାଆଗାମୀ ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଗାମୀ ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଭାରତ ନ୍ୟାୟ ଯାତ୍ରାର ରୂପରେଖ ଚୂଡାନ୍ତ ହେବ ବୋଲି ସୂଚନା ରହିଛି । ବୈଠକରେ ୧୪ଟି ରାଜ୍ୟର କଂଗ୍ରେସ ପ୍ରଭାରୀ ଉପସ୍ଥିତ ରହିଥିବା ସୂଚନା ରହିଛି । ଓଡିଶା କଂଗ୍ରେସ ପ୍ରଭାରୀଙ୍କ ସହ ପିସିସି ସଭାପତି ମଧ୍ୟ ଉପସ୍ଥିତ ରହିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking