27.1 C
Bhubaneswar
Tuesday, April 1, 2025
Homeଓଡିଶାକଂଗ୍ରେସ ପଦଯାତ୍ରା: ମାମଲା ହୋଇଛି, କାର୍ଯ୍ୟାନୁଷ୍ଠାନ ହେବ

କଂଗ୍ରେସ ପଦଯାତ୍ରା: ମାମଲା ହୋଇଛି, କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: କଂଗ୍ରେସ ପଦଯାତ୍ରାକୁ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ପ୍ରେସମିଟ କରିଛନ୍ତି । କହିଛନ୍ତି , ପୁଲିସ ସହ ମୁହାଁମୁହିଁ ଘଟଣାରେ ଗଣ୍ଡଗୋଳ କରିଥିବା ଲୋକଙ୍କୁ ଚିହ୍ନଟ କରିଛୁ । ନେତୃତ୍ୱ ନେଉଥିବା ଜଣଙ୍କୁ ଗିରଫ କରାଯାଇଛି । ଆଇନ ଭଙ୍ଗକାରୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହେବ । ଧାରଣା ସ୍ଥଳରେ  ପଥର ମାଡ ନେଇ ମାମଲା ହୋଇଛି । ମୋଟ ତିନୋଟି ମାମଲା ରୁଜୁ ହୋଇଛି । କିଛି ଲିଡରଙ୍କ ନାଁରେ ମଧ୍ୟ ମାମଲା ହୋଇଛି । ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking