ଭୁବନେଶ୍ୱର : କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ବୈଠକ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇନି, ପୋଜିସନ ବଜାୟ ରହିଛି । ୨୦୨୪ ନିର୍ବାଚନ ରଣନୀତି ନେଇ ବୈଠକରେ ଆଲୋଚନା ହେଲା । ଟାର୍ଗେଟ୍ ଦିଆଯାଇନି, ସରକାର କିପରି ଗଠନ ହେବ କୁହାଯାଇଛି । ସବୁ ସମ୍ଭବ,ତେଲେଙ୍ଗାନାରେ ୩ୟରେ ଥିଲୁ ମାତ୍ର ସରକାର କଲୁ । ୧୫ ବର୍ଷ ହେଲା ବିଜେଡି ସରକାର କଣ କରିଛି ଲୋକେ ବୁଝିଲେଣି ।