29.1 C
Bhubaneswar
Tuesday, April 28, 2026
Homeଓଡିଶାଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ୨ ଗୁରୁତର

ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ୨ ଗୁରୁତର

ବରଗଡ : ମଦଭାଟିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ବରଗଡ ଜିଲ୍ଲା  ଭେଡେନ ବ୍ଲକ ଗୁୁଦୁରା ମୁଣ୍ଡାରେ ଏହି ଅଘଟଣ ଘଟିଛି ।  ମଦଭାଟିକୁ ନେଇ ଗୋଷ୍ଠୀ ସଂଘର୍ଷ  ହୋଇଥିବାର ସୂଚନା ମିଳିଛି ।  ଏହି ଘଟଣା ମଧ୍ୟରେ  ଚାପା ଉତ୍ତଜେନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking