ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗହଣା ବଜାରରେ ସୁନା ଓ ରୂପା ଦର ଶନିବାରରେ ହ୍ରାସ ପାଇଛି । ଜାନୁଆରୀ ୬ ତାରିଖରେ ସୁନା ଏବଂ ରୂପା ଦର ହ୍ରସ ପାଇଥିବା ସୂଚନା ମିଳିଛି ।
୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ହ୍ରାସ ପାଇ ୫୮,୧୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ ସୁନାଦର ହ୍ରାସ ପାଇ ୬୩,୩୪୨ ଟଙ୍କାରେ ପହଞ୍ଚିଛି । ୧୮ କ୍ୟାରେଟ ସୁନା ଦର ୪୭,୫୮୦ ଟଙ୍କା ହୋଇଛି ।