30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗବଦଳିଲେ କୋରାପୁଟ ଜିଲ୍ଲାପାଳ

ବଦଳିଲେ କୋରାପୁଟ ଜିଲ୍ଲାପାଳ

ଭୁବନେଶ୍ୱର: କୋରାପୁଟି ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଆଜି ବଦଳି ହୋଇଛି । ତାଙ୍କ ସ୍ଥାନରେ ମହମ୍ମଦ ଅବଦାଲ ଅଖତର ହୋଇଛନ୍ତି କୋରାପୁଟ ଜିଲ୍ଲାପାଳ । ବର୍ତମାନ ଅବଦାଲ ଅଖତର କଟକ ପିଡି ଡିଆରଡିଏ ଅଛନ୍ତି । ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି ମଧୁସୂଦନ । କୋଟିଆ ପଂଚାୟତରେ ଆନ୍ଧ୍ର ନିର୍ବାଚନ ନେଇ ହଇଚଇ ହୋଇଥିଲା । ନିର୍ବାଚନ ନେଇ ଖବର ପ୍ରସାରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking