28.1 C
Bhubaneswar
Thursday, September 19, 2024
Homeଓଡିଶାପୁଣି ବିରୋଧୀଙ୍କୁ ନବୀନଙ୍କ ନିଶାନା

ପୁଣି ବିରୋଧୀଙ୍କୁ ନବୀନଙ୍କ ନିଶାନା

ଭୁବନେଶ୍ୱର: ବିରୋଧୀଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସମ୍ପର୍କ ପଦଯାତ୍ରାରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ । ବିରୋଧୀ, ବିକାଶ ବିରୋଧୀ ଓ ଜନବିରୋଧୀ କହିଲେ ନବୀନ । ଓଡିଶାର ବିକାଷର ବିରୋଧୀ ଦଳ ଖୁସି ନାହାଁନ୍ତି ବୋଲି କହି ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଲୋକଙ୍କୁ ଭୁଲ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି । ଏପରିକି ନିର୍ବାଚନ ଆସିଲେ ସେମାନେ ଏଭଳି କାମ କରନ୍ତି ବୋଲି କହିଛନ୍ତି ନବୀନ । ଆଉ ଏହି କାରଣରୁ ସେମାନଙ୍କୁ ଜନତା ସବୁ ବେଳେ ରିଜେକ୍ଟ କରି ଆସିଛନ୍ତି । ଜଗନ୍ନାଥ ଏବଂ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ । ଲୋକେ ତାଙ୍କୁ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking