32.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶବାଦଲ ଫଟା ବର୍ଷା, ଭସ୍ଖଳନ: ୧୬ ମୃତ

ବାଦଲ ଫଟା ବର୍ଷା, ଭସ୍ଖଳନ: ୧୬ ମୃତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, ଭରବଳନରେ ୧୬ ଜଣ ମୃତ ହୋଇଥିବା ସୂଚନା ରହିଛି । ୨ଟି ପୃଥକ ସ୍ଥାନରେ ଅଘଟଣ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ସୋଲାନ ଜିଲ୍ଲା ଡାଡୋନ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୭ ମୃତ ହୋଇଥିଲେ । ସିମଲା ସମର ହିଲ୍ ଶିବ ମନ୍ଦିର ପାଖରେ ଭସ୍ଖଳନରେ ୯ ଜଣ ମୃତ ହୋଇଛନ୍ତି । ଭସ୍ଖଳନ ଯୋଗୁଁ ୩ ମହଲା ବିଶିଷ୍ଟ କଲେଜ ବିଲ୍ଡିଂ ଭୁଶୁଡି ପଡିଲା । ତ୍ୱରିତ ସହାୟତା ଯୋଗାଇବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଆଜି ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନରେ ବନ୍ ପାଇଁ ସରକାରଙ୍କ ନଦ୍ଦେଶ ।

ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking