ଭୁବନେଶ୍ୱର: ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ, ଅଧ୍ୟକ୍ଷଙ୍କୁ ମିଳିବ ମାସିକ ପ୍ରୋତ୍ସାହନ ରାଶି । ୫ ହଜାରରୁ ୧୦ ହଜାର ଟଙ୍କା ମିଳିବ ମାସିକ ପ୍ରୋତ୍ସାହନ ରାଶି । ଉପକୃତ ହେବେ ୬୪୧ ମହା ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ।