27.1 C
Bhubaneswar
Sunday, July 7, 2024
Homeଓଡିଶାମୁଖ୍ୟମନ୍ତ୍ରୀ ଦ୍ରୁତରାଷ୍ଟ୍ର ନହୁଅନ୍ତୁ : ଅପରାଜିତା

ମୁଖ୍ୟମନ୍ତ୍ରୀ ଦ୍ରୁତରାଷ୍ଟ୍ର ନହୁଅନ୍ତୁ : ଅପରାଜିତା

ଭୁବନେଶ୍ୱର : ମାଲକାନଗିରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା | ମୁଖ୍ୟମନ୍ତ୍ରୀ ଦ୍ରୁତରାଷ୍ଟ୍ର ନହୋଇ ରାଜଧର୍ମ ପାଳନ କରନ୍ତୁ କହିଲେ ଅପରାଜିତା | ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାନରୁ ୨୦ କିମି ଦୂରରେ ୧୫୦ ଏକର ଜମି ଜବରଦଖଲ | ତାମିଲନାଡୁର ଜଣେ ପ୍ରଭାବଶାଳୀ ମହିଳା ଜବରଦଖଲ କରିଛନ୍ତି | ସିଏମଓର ଜଣେ ଉଛପଦସ୍ଥ କର୍ମଚାରୀଙ୍କ ସାହାଯ୍ୟରେ ମାଡି ବସିଛନ୍ତି | ୧୫୦ ଏକର ଜମି ଜବରଦଖଲ ଓ ୩୦୦ ଏକରକୁ ପାଣି ବନ୍ଦ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ; ଧୃତରାଷ୍ଟ୍ର ନହୁଅନ୍ତୁ , ରାଜଧର୍ମ ପାଳନ କରନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking