31.1 C
Bhubaneswar
Sunday, May 19, 2024
Homeଓଡିଶାପଶ୍ଚିମ ଓଡିଶାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦିଅନ୍ତି : ରାଜେନ୍ଦ୍ର ଢୋଲକିଆ

ପଶ୍ଚିମ ଓଡିଶାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦିଅନ୍ତି : ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର : ବାଚସ୍ପତି ନର୍ବାଚନକୁ ନରସିଂହ ମିଶ୍ରଙ୍କ ବୟକଟ ଘୋଷଣା ପ୍ରସଙ୍ଗ | ପ୍ରସଙ୍ଗ ଉପରେ ମତ ରଖିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ | ପଶ୍ଚିମ ଓଡିଶାକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ଵ ଦିଅନ୍ତି କହିଲେ ଢୋଲକିଆ | ପୂର୍ବ କି ପଶ୍ଚିମ ଓଡିଶା କେବେ ଦେଖନ୍ତିନି ରାଜ୍ୟ ସରକାର | ପଶ୍ଚିମ ଓଡିଶା ପ୍ରତି କେବେ ମୁଖ୍ୟମନ୍ତ୍ରୀ ବୈମାତୃଙ୍କ ମନୋଭାବ କରିନାହାନ୍ତି | ବାଚସ୍ପତି ନର୍ବାଚନ ସଂସଦୀୟ ବ୍ୟାପାର ବିଭାଗ କଥା | ସଂସଦୀୟ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ନିହାତି ଅବଗତ କରିଥିବେ | ସେ ଯାହା ନିଷ୍ପତି ନେବେ ତାହା ଅଡିକର କ୍ଷେତ୍ରର କଥା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking