27.1 C
Bhubaneswar
Wednesday, June 26, 2024
Homeଓଡିଶାରଥଯାତ୍ରାକୁ ନେଇ ଆଜି ହେବ ଛତିଶାନିଯୋଗ ବୈଠକ

ରଥଯାତ୍ରାକୁ ନେଇ ଆଜି ହେବ ଛତିଶାନିଯୋଗ ବୈଠକ

ପୁରୀ : ସ୍ନାନପୂର୍ଣ୍ନିମା ଓ ରଥଯାତ୍ରାକୁ ନେଇ ଆଜି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ସଂଧ୍ୟା ୬ଟାରେ ଭକ୍ତନିବାସରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ପ୍ରସ୍ତୁତି ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଏଥିରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ। ଅଣସର ୧୩ଦିନ ପଡ଼ୁଥିବାରୁ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହି ବୈଠକରେ ଆଲୋଚନା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking