31.1 C
Bhubaneswar
Saturday, May 17, 2025
Homeଓଡିଶାପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜସିଟ୍‌

ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜସିଟ୍‌

ଭୁବନେଶ୍ୱର: ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନାଁରେ ଇଡିର ଅତିରିକ୍ତ ଚାର୍ଜସିଟ୍ । ପ୍ରଭାତଙ୍କ ସହ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍ ହୋଇଥିବାର ସୂଚନା ରହିଛି । ସ୍ପେଶାଲ କୋର୍ଟରେ ୨ୟ ଅଭିରିକ୍ତ ଚାର୍ଜସିଟ୍ ଦାଖଲ କଲା ଇଡି । ବିଶ୍ୱାଳ ଦମ୍ପତିଙ୍କ ସହ ସିସୋରର ୨ଟି କମ୍ପାନୀ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି । ସିସୋରରେ ୨ ନିର୍ଦ୍ଦେଶକ ପ୍ରଶାନ୍ତ ଦାସ, ପ୍ରଭାତ ଦାସଙ୍କ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଥିବା ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking