28.5 C
Bhubaneswar
Monday, June 8, 2026
Homeଓଡିଶାପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମସି ପକ୍ଷରୁ ଚଢ଼ାଉ

ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମସି ପକ୍ଷରୁ ଚଢ଼ାଉ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗ ହେବା ପରେ ବିଏମସି ପକ୍ଷରୁ କେତେକ ସ୍ଥାନରେ ଚଢ଼ାଉ କରାଯାଉଛି। ଏହାଛଡ଼ା କେତେକ ଫାଷ୍ଟଫୁଡ୍ ଦୋକାନରେ ବି ଫୁଡ୍ ସେଫ୍ଟି କମିଶନର୍‌ ଖାଦ୍ୟର ଯାଞ୍ଚ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ଚଢ଼ାଉ କରାଯାଇ ସେଠାରୁ ବିପୁଳ ପରିମାଣର ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ କରାଯାଇଛି। ଏନେଇ ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍ ବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking