ମାଲକାନଗିରି : ତଥା କଥିତ ସାହି ଭାଉଜଙ୍କ ନାଁରେ ଥାନାରେ ମାମଲା ହୋଇଛି । ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣାରେ ସାହୁ ଭାଉଜଙ୍କ ନାଁରେ ମାମଲା ହୋଇଛି । ମାଲକାନଗିରି ଥାନାରେ ଆଇଆଇସିଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ମାଲକାନଗିରି ମାମଲାକୁ ନେଇ ସାହୁ ଭାଉଜଙ୍କ ନାଁରେ ମାମଲା ହୋଇଛି । କୋତାମେଟା ଆୟୋଜନ କମିଟି ନାଁରେ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା । ହୋଇଛି । ମାଥିଲି ଥାନା ଅଧିକାରୀ ଉପସ୍ଥିତ ରହି ଏସମ୍ପୂର୍ଣ ଦୃଶ୍ୟକୁ ଉପଭୋଗ କରୁଥିଲେ । ତାଙ୍କ ବିରୋଧରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଂଙ୍ଗସ ଆରମ୍ଭ ହେଉଛି । ଏସମ୍ପର୍କରେ ମନ୍ତ୍ରୀ ଗତକାଲି ପ୍ରତିକ୍ରିୟା ରଖିଥଲେ । ମାଲକାନଗିରି ଏସଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି ।