ଯାଜପୁର: ଯାଜପୁର ଜିଲ୍ଲାକଳିଙ୍ଗନଗର ପୋଲିସ ବିରୁଦ୍ଧ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଯଇଁତଳ ଗ୍ରାମର ଅଧିବାସୀ ଶ୍ରୀକୃଷ୍ଣ ମହାଳିକ ( ମିଟୁ )। କଳିଙ୍ଗନଗର ପୋଲିସ ନାମ ରେ ଯାଜପୁର ରୋଡ କୋର୍ଟ ଏକ ମକଦ୍ଦମା ରୁଜୁ କରି ଛନ୍ତି l ସେ କଳିଙ୍ଗ ନଗର ଅଞ୍ଚଳ ର ଏକ ମଦ ବାର ରେ କାର୍ଯ୍ୟ କରୁ ଥିଲେ l ମଦ ଦୋକାନ ର ମାଲିକ ଦରମା ଟଙ୍କା ଠିକ୍ ସମୟରେ ଦେଲେନାହି। ଟଙ୍କା ମାଗିବାରୁ ତାଙ୍କୁ ଘରକୁ ଡାକି କଳିଙ୍ଗ ନଗର ପୋଲିସ କୁ କରାଗତ କରି ମିଛ ଚୋରି କେଶ୍ ରେ ତାଙ୍କୁ ଜେଲ୍ ପଠେଇ ଥିଲେ। କଳିଙ୍ଗ ନଗର ପୋଲିସ ବନ୍ଧୁକ ଦେଖେଇ ଧମକ ଦେବା ସହ ଆନୁମାନିକ ଭାବରେ ମାଡ ଦେହି ଥିଲେ l ତାଙ୍କୁ ଥାନାକୁ ନେଇଟଙ୍କା ଚୋରି କରିଛୁ ବୋଲି ବାଦ୍ୟ କରିଥିଲେ ଚୋରି କରି ନାହଁ ବୋଲି କହି ବାରୁ ମାଡ଼ ମାରିଥିଲେ l। ସେଠାରେ କଳିଙ୍ଗନଗର ଥାନା ଅଧିକାର (IIC ), S.I ଆଉ ଜଣେ A.S.I ପ୍ରମୁଖ 3ଜଣ ମିଶି ମିଟୁ କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଯୌନାଂଗ କୁ ମଧ୍ୟ ବୁଟ ରେ ଦଳି ଦେଇଥିଲେ। ଦେଇଥିଲେ।ବୋଲି ଅଭିଯୋଗ କରି ଛନ୍ତି l ବେଲେ ଆସି ଚିକିତ୍ସା ପାଇଁ ମେଡିକାଲ୍ ଯାଇ ଥିଲେ ସେଠାରେ 18ଦିନ ରହି ଭଲ ହୋଇ ମିଟୁ ଘରକୁ ଫେରିଥିଲେ। ମି ଥ୍ୟା ରେ ଚୋରି କେଶ ପକାଇ ବା ଜବର ଦସ୍ତ ଟଙ୍କା ନେବା କେତେ ଦୂରୁ ସମୁଚୀନ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି ପୋଲିସ ତଦନ୍ତ ନକରି ମିଥ୍ୟl କେଶ ପକାଇ ମାଡ଼ ମାରିବା ପୋଲିସ ପ୍ରତି ଲୋକ ଙ୍କ ଆସ୍ଥା ତ୍ରୁଟି ଯାଉଛି l ମଦ ବାର ମାଲିକ କଳିଙ୍ଗ ନଗର ଥାନା ଅଧିକାର 2ଜଣ ପୋଲିସ ଅଫିସର ଙ୍କବିରୁଦ୍ଧରେ ରେ ଯାଜପୁର ରୋଡ କୋର୍ଟ ରେ ଗତ 1ତାରିଖ ରେ ମକଦ୍ଧମା ରୁଜୁ ହୋଇଛି l ମକଦ୍ଦମା କୁ ବିଚାର ପତି ଗ୍ରହଣ କରି ଅଭିଯୋଗ ହୋଇ ଥିବା 4ଜଣ ମନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ ଧାରା ୨୯୪,୩୨୩,୨୧୯,୨୨୦,୩୨୪,ଅଭିଯୋଗ ହୋଇ ଥିବା 4ଜଣ ନାମ ରେ ୩୮୫,୫୦୬,୩୪ IPC ଅନୁଯାୟୀ ଏକ କେସ ରୁଜୁ ହୋଇଛି ବୋଲି ଆଇନ ଯିବି ଅଚ୍ୟୁତାନନ୍ଦ ଦାସ ସୂଚନା ଦେଇଛନ୍ତି।