34.1 C
Bhubaneswar
Friday, October 18, 2024
Homeଓଡିଶାବିଜେପିର ଗୋଟିଏ ଆସନରେ ବଦଳିବେ ପ୍ରାର୍ଥୀ : ତୋମର

ବିଜେପିର ଗୋଟିଏ ଆସନରେ ବଦଳିବେ ପ୍ରାର୍ଥୀ : ତୋମର

ଭୁବନେଶ୍ବର: ପାଖେଇ ଆସିଲାଣି ନିର୍ବାଚନ । ସବୁ ଦଳରେ ଏବେ ଟିକେଟ କସରତ । ୩ ପ୍ରମୁଖ ଦଳ ଘୋଷଣା କରିନାହାନ୍ତି । ତେବେ ବିଜେପି ହେଲା ବିଜେପି ବର୍ତ୍ତମାନ ସୁଦ୍ଧା ୧୧୨ଟି ବିଧାନସଭା କରିସାରିଛି । ତେବେ ଏହା ଭିତରୁ ଗୋଟିଏ ବିଜେଡି, ବିଜେପି ଓ କଂଗ୍ରେସ ସବୁ ସିଟରେ ପ୍ରାର୍ଥୀ ପରିପ୍ରେକ୍ଷୀରେ ଏକ ବଡ଼ ଖବର ଆସିଛି । ତାହା ଓ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି । ଏକଥା ଖୋଦ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର କହିଛନ୍ତି । ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠାରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ବଦଳିପାରେ ବୋଲି ସେ କହିଛନ୍ତି । ପ୍ରକାଶ ଯେ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଓ ସମସ୍ତ ୨୧ ଲୋକ ସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଲାଣି। ବିଜେଡି ୩ଟି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ମୋଟ ୧୦୮ଟି ବିଧାନସଭା ଆସନ ଓ ୨୦ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ଆହୁରି ୩୯ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନ(ବାଲେଶ୍ବର) ପାଇଁ ଦଳ ଏ ପର୍ୟ୍ୟନ୍ତ ପ୍ରାର୍ଥୀ ଦେଇପାରି ନାହିଁ। କଂଗ୍ରେସ ମଧ୍ୟ ଏଯାଏଁ ୮ଟି ଲୋକସଭା ଏବଂ ୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି । ଦୁଇଟି ଆସନ ଦଳ ମେଣ୍ଟକୁ ଛାଡ଼ି ଦେଇଛି । ଏହିପରି ମୋଟ କରିସାରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ବାକି ୧୩ ଲୋକ ସଭା ଏବଂ ୯୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ୪୯ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking