23.1 C
Bhubaneswar
Friday, January 10, 2025
Homeଓଡିଶାନିର୍ବାଚନ ପାଇଁ ଛୁଟି ବାତିଲ

ନିର୍ବାଚନ ପାଇଁ ଛୁଟି ବାତିଲ

କଟକ: ଚଳିତ ନିର୍ବାଚନ ପାଇଁ ଶନିବାର ଓ ରବିବାର ସମେତ ସମସ୍ତ ସାଧାରଣ ଛୁଟିକୁ ବାତିଲ କରାଯାଇଛି। ଫଳରେ ଶନିବାର ଓ ରବିବାର ପଡୁଥିବା ମେ’ ମାସର ୧୧, ୧୨, ୧୯, ୨୩, ୨୫, ୨୬, ୩୦ ଓ ଜୁନ୍‌ ୨ ତାରିଖ ସାଧାରଣ କାର୍ୟ୍ୟ ଦିବସ ଭାବେ ପରିଗଣିତ ହେବ। ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସ୍ବାଭାବିକ ଭାବରେ ଅଫିସ୍‌ କାର୍ୟ୍ୟରେ ଯୋଗଦେବେ। ଏଥିରେ କୌଣସି ବ୍ୟତିକ୍ରମ ହେଲେ ତାହାକୁ ଗୁରୁତର ଭାବେ ବିବେଚନା କରାଯିବ ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking