27.1 C
Bhubaneswar
Saturday, June 22, 2024
Homeଓଡିଶାରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଂଚଳ ପୁରୀ ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ସୁରୁଖୁରୁରେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହାସହ ଆସନ୍ତା ସ୍ନାନପୂର୍ଣ୍ଣିମା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଚଳିତ ମାସ ୨୨ ତାରିଖରେ ସ୍ନାନପୂର୍ଣ୍ଣିମା । ଏହି ଦିନ ଠାରୁ ରଥଯାତ୍ରା ଆରମ୍ଭ । ଆସନ୍ତା ମାସ ୭ ତାରିଖରେ ଶ୍ରୀଗୁଣ୍ଡିଚା ଓ ୧୯ରେ ନିଳାଦ୍ରୀ ବିଜେ । ଏବଂ ନିଳାଦ୍ରୀ ବିଜେ ଦିନ ରଥଯାତ୍ରା ଶେଷ ହୋଇଥାଏ । ଆଉ ଏହି ସମୟରେ ରଥଯାତ୍ରା ଦେଖିବା ପାଇଁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking