ଭୁବନେଶ୍ୱର : ୧୫ ସୁଦ୍ଧା ସରିବ ଇ କେୱାଇସି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଇ- କେୱାଇସି ପାଇଁ ବାହାର ରାଜ୍ୟକୁ ଯିବେ ସରକାରୀ । ନିକଟରେ ଗୋଆର କିଛି ଲୋକଙ୍କ ଇ–କେୱାଇସି କରାଯାଇଛି । ସମସ୍ତଙ୍କର ଇ କେୱାଇସି କରିବେ ସରକାର । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ସରିଛି । ୧୫ ସୁଦ୍ଧା ସରିବ ଇ କେୱାଇସି । ବର୍ତ୍ତମାନ ସୁଦ୍ଧା ୫୦ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବୟସାଧିକ କାରଣରୁ ଯେଉଁମାନେ ଇ କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ଯାଇ ବିଭାଗୀୟ ଅଧିକାରୀ ଯାଇ କରୁଛନ୍ତି ।