40.1 C
Bhubaneswar
Monday, June 17, 2024
Homeଓଡିଶାଦିନ ୧ଟା ସୁଦ୍ଧା ଭୋଟ ହାର ୩୫.୬୯ ପ୍ରତିଶତ

ଦିନ ୧ଟା ସୁଦ୍ଧା ଭୋଟ ହାର ୩୫.୬୯ ପ୍ରତିଶତ

ଭୁବନେଶ୍ବର: ଚାଲିଛି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ସୂଚନା ଅନୁଯାୟୀ, ଦିନ ୧ ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ଭୋଟିଂ ହୋଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୩୩.୦୧ ଭୋଟିଂ ହୋଇଛି। ସେହିପରି କଟକ-୩୪.୪ ୦%, ଢେଙ୍କାନାଳ- ୩୬%, କେନ୍ଦଝର- ୩୫.୬୩ %, ପୁରୀ- ୩୭.୨୬ % ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ -୩୮.୧୩ ପ୍ରତିଶତ ଭୋଟିଂ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking