26.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶବଜେଟ: କେୱାଇସି  ପ୍ରକ୍ରିୟା ସରଳ ହେବ

ବଜେଟ: କେୱାଇସି  ପ୍ରକ୍ରିୟା ସରଳ ହେବ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୩.୦ ରେ ଆସିବ ପ୍ରଥମ ବଜେଟ । ଦିନ ୧୧ ଟା ବେଳେ ସଂସଦରେ  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  ୨୦୨୫ -୨୬  ଆର୍ଥିକ ବର୍ଷ ପାଇଁ   ଲଗାତାର ଅଷ୍ଟମ ଥର ପାଇଁ ବଜେଟ  ଉପସ୍ଥାପନା କରିଛନ୍ତି  । ବଜେଟ ଉସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ମିଳିଛି ।  ଅମିତ ଶାହ , ରାଜନାଥ ସିଂ ଉପସ୍ଥିତ ଅଛନ୍ତି । ବ୍ୟାଙ୍କିଂ କ୍ଷେତ୍ରରେ ବଡ ସୁବିଧା ରହିଛି । କେୱାଇସି  ପ୍ରକ୍ରିୟା ସରଳ ହେବ । ବୀମା କ୍ଷେତ୍ରରେ  ଏଫଡିଆଇ ସୀମା ବଢିଲା । ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ କରାଯାଇଛି । ସେହିପରି ଭିତ୍ତିଭୁମି  କ୍ଷେତ୍ରରେ ମଧ୍ୟ  ୧ ଲକ୍ଷ କୋଟିର  ଅର୍ୱାନ ଚ୍ୟାଲେଞ୍ଜ ହେବ ।  ହୋମ ଡେଲିଭରୀ ମାନଙ୍କ ପାଇଁ ବୀମା ସୁବିଧା ରହିଛି । ଉପକୃତ ହେବେ ୧ କୋଟି ହୋମ ଡେଲିଭରୀ  ବୟ । ଫୁଡ ଡେଲିଭରୀ ବୟଙ୍କର  ହେବ  ରେଜିଷ୍ଟ୍ରେସନ । ଲେଦର ସ୍କିମରେ ୨୨ ଲକ୍ଷ ନୂଆ ନିଯୁକ୍ତି ବାହାରିଛି ।

ବଜେଟ : ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ବଡ ଘୋଷଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking