31.1 C
Bhubaneswar
Sunday, May 19, 2024
Homeଓଡିଶାଭାଙ୍ଗିଲା ଅସ୍ଥାୟୀ ପୋଲ: ଅନେକ ଆହତ

ଭାଙ୍ଗିଲା ଅସ୍ଥାୟୀ ପୋଲ: ଅନେକ ଆହତ

ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମର ନେୟାଟିନକରା ନିକଟ ପୁବରରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଏକ ଅସ୍ଥାୟୀ ସେତୁ ନିର୍ମିତ ହୋଇଥିଲା । ଯାହା ସୋମବାର ରାତିରେ ଭୁଶୁଡି ପଡିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହି କାରଣରୁ ଜଣେ ମହିଳାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ​​ଏବଂ ଅନେକ ଲୋକ ସାମାନ୍ୟ ଆଘାତ ପାଇଥିଲେ। ଅ ରାତି ପ୍ରାୟ ୯ ଟା ବେଳେ ଅନେକ ଲୋକ ବ୍ରିଜ ଉପରକୁ ଚଢିଥିଲେ। ସେ କହିଛନ୍ତି ଯେ ଏହି ସେତୁ ଲୋକଙ୍କ ଓଜନ ସହ୍ୟ କରିପାରି ନଥିଲା। ଗୋଟିଏ ପାର୍ଶ୍ୱକୁ ଓହଳି ପଡିଥିଲା। ଯେଉଁ କାରଣରୁ ସେଠାରେ ଠିଆ ହୋଇଥିବା ଲୋକମାନେ ଖସିପଡିଥିଲେ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking