19.1 C
Bhubaneswar
Friday, November 22, 2024
Homeଓଡିଶାଜାତୀୟ ରାଜ ପଥ ପୋଲ ଓ ରାସ୍ତା ନିର୍ମାଣ ରେ ନିମ୍ନ କାର୍ଯ୍ୟ ଅଭିଯୋଗ କଲେ...

ଜାତୀୟ ରାଜ ପଥ ପୋଲ ଓ ରାସ୍ତା ନିର୍ମାଣ ରେ ନିମ୍ନ କାର୍ଯ୍ୟ ଅଭିଯୋଗ କଲେ ଫଳ ଶୂନ

ଯାଜପୁର:  ଯାଜପୁର ଜିଲ୍ଳା ଆନ୍ତର୍ଗତ ପାଣିକୋଇଲି ଥାନା ଅଧିନସ୍ଥ ବ୍ରଜନଗର ପାଖରେ 16 ନମ୍ବର ଜାତୀୟ ରାଜପ ପରସ୍ଥିକରଣ କାର୍ଯ୍ୟ ବେଳେ ନିର୍ମାଣାଧୀନ *ପୋଲ ଭୁଶୁଡି ପଡିଲା ।*ନିମ୍ନ ମାନ କାର୍ଯ୍ୟ ଯୋଗୁ ଜାତୀୟ ରାଜ ପଥ ତାର ମନ ହରାଇ ବାକୁ ବସିଲାଣି l DBL ଠିକା ସଂସ୍ଥା ଦ୍ୱାରା ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ଓ ନିରାପତ୍ତା ଆଇନକୁ ଖୋଲାଖୋଲି ଉଲଂଘନ କରାଯାଇ ଆସୁଛି। ଏବେ ସେହି ପୋଲ ତଳେ କେହି ଶ୍ରମିକ ରହିଯାଇଥିବାର ସନ୍ଦେହ କରି ସ୍ଥାନୀୟ ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଠିକା ସଂସ୍ଥାର କର୍ମଚାରି ମାନେ ଉକ୍ତ ସ୍ଥାନରୁ ଫେରାର ହୋଇ ଯାଇଥିବା ଦେଖିବାକୁ ମିଳିଛି ।ଏହି ଜିଲ୍ଲା ମଧ୍ୟ ଦେଇ ତିନୋଟି ଜାତୀୟ ରାଜ ପଥ ଯାଇଛି l ରାଜ ପଥ ମରଣ ଯନ୍ତା ପାଲଟିଛି l 20ନମ୍ବର ଜାତୀୟ ରାଜ ପଥ ନିର୍ମାଣ ତ୍ରୁଟି ରହି ଥିବା ରୁ ଅନେକ ସ୍ଥାନ ରୁ ପିଚୁ ଉଠି ଗଲାଣି ଏହି ରାଜ ପଥ ର ଜହ୍ନl ଛକ ନିକଟରେ ଥିବା ବୀଣାପୁର ଓ ଯାଜପୁର ରୋଡ ଥାନା ଗୋଳେଇ ଛକ ନିର୍ମାଣ ତ୍ରୁଟି ଯୋଗୁ ଦୈନିକ ଦୃର୍ଘଟଣା ଘଟୁଛି ।  ସାସଂଦ ଶର୍ମିଷ୍ଠା ସେଠି ଜାତୀୟ କର୍ତ୍ତୃପକ୍ଷ ଙ୍କୁ ସ୍ପଟ ପରିଦର୍ଶନ କରି ଗୋଳେଇ ଛକ ର ପ୍ଲାନ ଅନୁଯାଇ ପୂର୍ଣ୍ଣ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇ ଥିଲେ କିନ୍ତୁ ଜାତୀୟ ରାଜ ପଥ ନିଦା ବିଂଷ୍ଣୁ ସାଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking