28.1 C
Bhubaneswar
Saturday, July 27, 2024
Homeଓଡିଶାଜେଲ୍ ଗଲେ ବୌଦ୍ଧ ଆରଟିଓ

ଜେଲ୍ ଗଲେ ବୌଦ୍ଧ ଆରଟିଓ

ବୌଦ୍ଧ : ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ କୋଟିପତି ଆରଟିଓ ବସନ୍ତ ମହାପାତ୍ର । ଆୟ ଠାରୁ ୪୪୫ ପ୍ରତିଶତ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ । ମୋଟ ୧୯ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । କାଲି ଭୁବନେଶ୍ୱର , ଗଞ୍ଜାମ ଓ ବୌଦ୍ଧରେ ଚଢାଉ କରିଥିଲା ଭିଜିଲାନ୍ସ ।

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆଖୁ ରସ…

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking