30.1 C
Bhubaneswar
Monday, May 20, 2024
Homeଓଡିଶାଯୁବ ବର୍ଗଙ୍କୁ ତୁରନ୍ତ ଟିକାକରଣ ଦାବିରେ ମାହେଶ୍ୱରୀ ପକ୍ଷରୁ ଦାବୀପତ୍ର ପ୍ରଦାନ

ଯୁବ ବର୍ଗଙ୍କୁ ତୁରନ୍ତ ଟିକାକରଣ ଦାବିରେ ମାହେଶ୍ୱରୀ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର : ମାହେଶ୍ୱରୀ ସବୁବେଳେ ନିଜର ସାମାଜିକ ଦାୟିତ୍ୱ ପ୍ରତି ସଦାସର୍ବଦା ସଚେତନ । କରୋନା ମହାମାରିରେ ଅଧିକ ଲୋକଙ୍କ ଜିବନ ବିପନ୍ନ ହେଉଥିବା ବେଳେ ଭେକ୍ସିନ ଏକମାତ୍ର ଆଶା । କିନ୍ତୁ ସାରା ଓଡିଶାରେ ବିଭିନ୍ନ ଜିଲ୍ଲାରେ ୧୮ ରୁ ୪୫ ବର୍ଗର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆମ ଜିଲ୍ଲା ବଲାଙ୍ଗିରରେ ଟିକାକରଣ କେବେ ହେବ ତାହା ଅଧିକାରୀଙ୍କୁ କେବେ ହେବ ସଠିକ୍ ଜଣା ନାହିଁ । ସେଥି ପାଇଁ ଆଜି ମାହେଶ୍ୱରୀ ତରଫରୁ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଓ ସଦସ୍ୟ ଆଶିଷ ଜେନା ଶିଘ୍ର ଟିକାକରଣ ଆରମ୍ଭ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking