37.5 C
Bhubaneswar
Monday, April 20, 2026
Homeଓଡିଶାକେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: କେନାଲରୁ ମିଳିତ ମୃତଦେହ । ପୁରୀ ବଳଙ୍ଗା ହରିପୁର କେନାଲ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ହେଲେ ହରିପୁର ଅଞ୍ଚଳର ବିଜୟ କୁମାର ବେହେରା । କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହେଲା କେମିତି କେନାଲକୁ ଆସିଲା ତାହା ଜଣାପଡିନାହିଁ । ପୁଲିସ ମୃତଦେହ ଉଦ୍ଧାର କରି ଛାନଭିନ ଚଳାଇଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଜମିଜମା ବିବାଦରୁ ତାଙ୍କୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜୟଙ୍କ ନାଁରେ ବଳଙ୍ଗା ଥାନାରେ ପୂର୍ବରୁ ୩ଟି ମାମଲା ଥିଲା । ଜମିଜମା ବିବାଦ ନେଇ ପାରିବାରିକ କଳହ ମଧ୍ୟ ଲାଗି ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking