ଭୁବନେଶ୍ୱର: ଫସିଲେ ଯାତ୍ରୀ । ମଝି ଚିଲିକାରେ ଫସିଲେ ଯାତ୍ରୀ ଯାତ୍ରୀ । ସାତପଡାରୁ ଜହ୍ନିକୁଦା ଯିବା ବେଳେ ଚିଲିକା ମଝିରେ ଅକଟିଗଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜଚିଲିକା ମଝିରେ ପ୍ରାୟ ୩୦ ମିନିଟ ଧରି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଯାତ୍ରୀଙ୍କ ସହ ୩୦ରୁ ଅଧିକ ବାଇକ ଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।