25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପାକିସ୍ତାନରେ ବିସ୍ଫୋରଣ: ୬୦ ମୃତ

ପାକିସ୍ତାନରେ ବିସ୍ଫୋରଣ: ୬୦ ମୃତ

ଇସଲାମାବାଦ : ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଏହି ବିସ୍ଫୋରଣରେ ପ୍ରାୟ୬୦ ଜଣଙ୍କର ମୃତ୍ୟୁ ଓ ଶତାଧିକ କର୍ମୀ ଆହତ ହୋଇଥିବା ସୂଚନା ରହିଛି । ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍‌‌ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ଏହି ବଡ ଧରଣର ବିସ୍ଫୋରଣ ଘଟିଛି।

ଶ୍ରଦ୍ଧା କିଏ: ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking