27.1 C
Bhubaneswar
Sunday, September 8, 2024
Homeଓଡିଶାବ୍ଲାକ ପଲସରରେ ସୁନା ଚେନ ଝାମ୍ପିବା ମାମଲା:ମଞ୍ଚେଶ୍ୱର ଥାନା ପୋଲିସ ହାତରେ ୩ କୁଖ୍ୟାତ ଚେନ୍...

ବ୍ଲାକ ପଲସରରେ ସୁନା ଚେନ ଝାମ୍ପିବା ମାମଲା:ମଞ୍ଚେଶ୍ୱର ଥାନା ପୋଲିସ ହାତରେ ୩ କୁଖ୍ୟାତ ଚେନ୍ ସ୍ନାଚର

ଭୁବନେଶ୍ୱର: ରାଜଧାନୀରେ ବ୍ଲାକ ପଲସରରେ ସୁନା ଚେନ ଝାମ୍ପିବା ମାମଲା । ମଞ୍ଚେଶ୍ୱର ଥାନା ପୋଲିସ ହାତରେ ୩ କୁଖ୍ୟାତ ଚେନ୍ ସ୍ନାଚର । ସୁନା ଚେନ୍, ମୋବାଇଲ, ବାଇକ ଜବତ ହୋଇଛି । ସିସିଟିଭି ଫୁଟେଜ ଅଧାରରେ ଧରିଲା ପୋଲିସ । ଏହି ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ମର୍ଣ୍ଣିଂ ୱାକ୍ କରୁଥିବା ଲୋକ । ସହିଦନଗର ଅଞ୍ଚଳରେ ରହି କ୍ରାଇମ ସିଣ୍ଡିକେଟକୁ ଅପରେଟ କରୁଥିଲେ । ଗତ ୨୪ ଜୁଲାଇରେ ପଳାଶୁଣି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜରଙ୍କ ବେକରୁ ଚେନ୍ ଛିଡାଇ ଫେରାର ହୋଇଯାଇଥିଲେ । ଗିରଫ 3 ଜଣ ହେଲେ ଶେଖ ସୋନୁ, ପିଣ୍ଟନ କୁମାର ଦଳାଇ ଓ ସାଜଦ ଖାନ । ୩ ଜଣକ ମଧ୍ୟରୁ ପିଣ୍ଟନ ଦଳେଇ ନାଁରେ ୧୧୦ ସିଆରପିସି ବାଉଣ୍ଡଡାଉନକୁ ଖିଲାପ କରିବା ଅଭିଯୋଗ ରହିଛି । ଆଗକୁ ଏମାନଙ୍କୁ ତଡିପାର କରିବ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking