30.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେପିର ରତ୍ନଭଣ୍ଡାର ଟାର୍ଗେଟ

ବିଜେପିର ରତ୍ନଭଣ୍ଡାର ଟାର୍ଗେଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଟାର୍ଗେଟ କଲା ବିଜେପି । ପ୍ରେସମିଟରେ ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କ ଟାର୍ଗେଟ । ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି ପଚାରିଲେ ପୀତାମ୍ବର । ରତ୍ନଭଣ୍ଡାର ଲୁଟ୍ ହେଉଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି ।

ମିଳିଥିବା ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର ନୁହେଁ ବୋଲି ସ୍ପଷ୍‌ଟୀକରଣ ରଖନ୍ତୁ । କମିଶନ ରିପୋର୍ଟ ଉପସ୍ଥାପନ ଓ ଆକ୍ସନ ଟେକେନ ସାର୍ବଜନୀନ କରାଯାଉ । ରତ୍ନଭଣ୍ଡାର ମରାମତି ପାଇଁ ଏସଆଇକୁ ସରକାର ଦାୟିତ୍ୱ ହସ୍ତାନ୍ତର କରନ୍ତୁ । ଯଦି ଜଗନ୍ନାଥଙ୍କ ପକୃତ ଭକ୍ତ ତେବେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆମକୁ ମୁଖ୍ୟମନ୍ତ୍ରୀ ଜଣାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking