28.1 C
Bhubaneswar
Wednesday, July 23, 2025
Homeଓଡିଶାଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ହେବ ଜୋରଦାର ସଂଘର୍ଷ:ଜୟନାରାୟଣ ମିଶ୍ର

ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ହେବ ଜୋରଦାର ସଂଘର୍ଷ:ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଜୋରଦାର ସଂଘର୍ଷ ହେବାକୁ ଯାଉଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ କହିଛନ୍ତି । ଜାନୁଆରୀରୁ ସଂଘର୍ଷ ଶାଣିତ ପାଇଁ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଘର୍ଷ ଓ ସଙ୍ଗଠନକୁ ପ୍ରସ୍ତୁତ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁଆରୀକୁ ସବୁ ସାଙ୍ଗଠନିକ କାମ ସାରି ହଳ ପାଇଁ ବିଲକୁ ଓହ୍ଲାଇବୁ । ମୋଦି ଜାନୁଆରୀରେ ଆସିବେ, ବିଲ ଦେଖି ସାର ପକାଇ ଉର୍ବର କରିବେ । ଦଳ ଓ ସମାଜ ପାଇଁ ସମର୍ପିତ , ଜିତିବା କ୍ଷମତା ଥିବା ବ୍ୟକ୍ତିଙ୍କୁ ଟିକେଟ । ୨୧ରୁ ୨୧ ଲୋକସଭା ଜିତିବୁ କହିଲେ ଜୟନାରାୟଣ ମିଶ୍ର । ୨୧ ଲୋକସଭା, ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର କରିବୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ କହିଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking