36.1 C
Bhubaneswar
Sunday, May 19, 2024
Homeଓଡିଶା୫-ଟି ସଚିବଙ୍କ ଗସ୍ତକୁ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ସମାଲୋଚନା

୫-ଟି ସଚିବଙ୍କ ଗସ୍ତକୁ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ସମାଲୋଚନା

ବ୍ୟୁରୋ : ୫-ଟି ସଚିବ ଙ୍କ ଗସ୍ତକୁ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ସମାଲୋଚନା | ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିର୍ବାଚନ ପ୍ରଚାର ପାଇଁ ବୁଲୁଛନ୍ତି | ଓଡ଼ିଶାରେ ଜନ ପ୍ରତିନିଧି ବ୍ୟବସ୍ତା ସମ୍ପୂର୍ଣ ଭୁଶୁଡି ପଡିଛି | ଲୋକଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧି ଅପମାନିତ ହେଉଛନ୍ତି | ସଚିବ ସବୁ ଅଧିକାରକୁ ବ୍ୟବହାର କରିବା ବିଡମ୍ବନାର ବିଷୟ | ଜଣେ ସରକାରୀ ଚାକିରିଆ ମାଲିକ ହୋଇ ସାରା ରାଜ୍ୟରେ ବୁଲୁଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking