35 C
Bhubaneswar
Tuesday, June 25, 2024
Homeଓଡିଶାବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

ବ୍ୟୁରୋ : ୫-ଟି ସଚିବଙ୍କୁ ଗଞ୍ଜାମ ଗ୍ରସ୍ତ ପୂର୍ବରୁ ପୋଲିସ ର କାର୍ଯ୍ୟାନୁଷ୍ଠାନ | ୫-ଟି ସଚିବଙ୍କୁ ବିରୋଧ ଆଶଙ୍କାରେ ବିଜେପି ନେତାଙ୍କୁ ଉଠାଇନେଲା | ବିଜେପିର ସାଙ୍ଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚ ସଂପାଦକ ଙ୍କୁ ଉଠାଇନେଲା | ଜିଲ୍ଲା ଯୁବ ମୋର୍ଚ୍ଚ ସଂପାଦକ ଆଲୋକ ଶତପଥୀଙ୍କୁ ଉଠାଇନେଲା | ଆଲୋକ ଶତପଥୀ ବେଗୁନିଆପଡାରେ ଛିଡା ହୋଇଥିବା ବେଳେ ଉଠାଇନେଲା |

ପ୍ରଦୀପ ପାଣିଗ୍ରାହୀଙ୍କ ଖୋଲା ଚ୍ୟାଲେଞ୍ଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking