ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ଦେଲା ବିଜେପି । ଝାରସୁଗୁଡା ବିଜେଡିର ଗୁଣ୍ଡାଗର୍ଦ୍ଧି ଅଭିଯୋଗ କରି ଫେରାଦ । ସିଇଓଙ୍କୁ ଭେଟିବା ପରେ ମୁଖ୍ୟପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ପ୍ରତିକ୍ରିୟା । ଆଜି ମଙ୍ଗଳା ବଜାରରେ ପୁଣି ଗଣ୍ଡଗୋଳ କରିଛି ବିଜେଡି । ୭୧ଟି ବୁଥ୍ ସମ୍ବେଦନଶୀଳ,ଡ୍ରୋନ କ୍ୟାମେରା ଲଗାଯାଉ । ଓଡିଶା ପୋଲିସ ବଦଳରେ କେନ୍ଦ୍ରୀୟ ପୋଲିସ ମୁତୟ ପାଇଁ କହୁଛୁ ବୋଲି କହିଛନ୍ତି ଦିଲ୍ଲୀପ ମଲ୍ଲୀକ ।