27.1 C
Bhubaneswar
Sunday, October 20, 2024
Homeଓଡିଶାବିଜେପି-କଂଗ୍ରେସ ଆରୋପ- ପ୍ରତ୍ୟାରୋପ

ବିଜେପି-କଂଗ୍ରେସ ଆରୋପ- ପ୍ରତ୍ୟାରୋପ

ଭୁବନେଶ୍ୱର: ଗୃହ ମୁଲତବିକୁ ନେଇ ବିଜେପି କଂଗ୍ରେସର ଆରୋପ ପ୍ରତ୍ୟାରୋପ ହୋଇଥିବା ସୂଚନା ରହିଛି । କଂଗ୍ରେସ ଜାଣିଶୁଣି ପ୍ରସଙ୍ଗକୁ ଡାଇଲୁଟ୍ କରୁଛି କହିଲା ବିଜେପି । ୫ଟି ବଦଳରେ ଜାଣିଶୁଣି ଶିକ୍ଷକ ପ୍ରସଙ୍ଗ ମୁଲତବିରେ ଦେଇଛନ୍ତି ମୋହନ ମାଝୀ । କଂଗ୍ରେସ କାହା ସହ ସାଲିସ୍ କରିନାହିଁ କହିଲେ ତାରା ବାହିନୀପତି । ଅନାସ୍ଥାର ସମର୍ଥନ, ଅମିତ ଶାହାଙ୍କ ସହ ୫ଟି ସଚିବଙ୍କ ଭେଟରୁ ପ୍ରମାଣ ।

କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking