32.1 C
Bhubaneswar
Friday, October 18, 2024
Homeଓଡିଶାବିଜେପି ପ୍ରାର୍ଥୀ ଆଗୁଆ

ବିଜେପି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ୯ଟା ୫୦ମିନିଟ୍ ସୁଦ୍ଧା ତଥ୍ୟ ଅନୁସାରେ ବରଗଡ଼, ସୁନ୍ଦରଗଡ଼, ଭୁବନେଶ୍ୱର,ସମ୍ବଲପୁର,ଜଗତସିଂହପୁର କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୫୧୩୩ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ସୁନ୍ଦରଗଡ଼ରେ ଜୁଏଲ ଓରାମ ୮୦୯୮ଖଣ୍ଡ, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ୩୦୧୫ଖଣ୍ଡ, କେନ୍ଦୁଝରରେ ଅନନ୍ତ ନାୟକ ୧୮୩୭ଖଣ୍ଡ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ୪୦୪୫ଖଣ୍ଡ, ବଲାଙ୍ଗୀରରେ ସଙ୍ଗୀତା କୁମାରୀ ସିଂହଦେଓ ୭୬୫ଖଣ୍ଡ, କଳାହାଣ୍ଡିରେ ମାଳବିକା ଦେବୀ ୧୨୩୯୧ଖଣ୍ଡ, କନ୍ଧମାଳରେ ସୁକାନ୍ତ କୁମାର ପାଣିଗ୍ରାହୀ ୧୫୫୨ଖଣ୍ଡ ଓ ପୁରୀରେ ସମ୍ବିତ ପାତ୍ର ୩୪୧୯ଖଣ୍ଡ , ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ୧୬୪୧ ଖଣ୍ଡ ଓ ଜଗତସିଂହପୁରରେ ବିଭୂପ୍ରସାଦ ତରାଇ ୪୪୦ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking