28.1 C
Bhubaneswar
Sunday, September 8, 2024
Homeଓଡିଶାବିଜେଡି ନେତାଙ୍କ ସଂପୃକ୍ତି ରହିଛି : ତାରା

ବିଜେଡି ନେତାଙ୍କ ସଂପୃକ୍ତି ରହିଛି : ତାରା

ଭୁବନେଶ୍ୱର : ଆଇଟି ରେଡ୍‌କୁ ନେଇ ବିଧାୟକ ତାରା ବାହିନୀପତିଙ୍କ ପ୍ରତିକ୍ରିୟା । ବିଜେଡି ନେତାଙ୍କ ସଂପୃକ୍ତି ଥିବା କହିଲ ତାରା ବାହିନୀପତି । ସରକାରଙ୍କ ପ୍ରୋତ୍ସାହନରେ ଏସବୁ ଚାଲିଛି । ଜଣେ ମଦ ବ୍ୟବସାୟୀ ଏତେ ଟଙ୍କା କେଉଁଠୁ ଆଣିଲା । ବିହାରୀ ମଦ ବେପାରୀ ହରିଲୁଟ କରି ଓଡିଶାକୁ ଖାଉଛନ୍ତି ବୋଲି କହିଲେ ତାରା ।

ଦ୍ୱିତୀୟ ଦିନରେ ଆଇଟି ରେଡ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking