Homeଓଡିଶାବିଜେଡି କରିବ ପ୍ରଶିକ୍ଷଣ ଶିବିର ଓଡିଶାରାଜନୀତି ବିଜେଡି କରିବ ପ୍ରଶିକ୍ଷଣ ଶିବିର By Ona Khabara 17/08/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ଶାସକ ଦଳକୁ ବିଜେଡିର ଜବାବ । ଶଙ୍ଖ ଭବନରେ ବିଜେଡି କରିବ ପ୍ରଶିକ୍ଷଣ ଶିବିର । ବିରୋଧୀଦଳ ଉପମୁଖ୍ୟ ସଚେତକଙ୍କ ସୂଚନା । ୨୫ ତାରିଖରେ ବିଜେଡି ଦିନିକିଆ ପ୍ରଶିକ୍ଷଣ ଶିବିର କରିବ । ନୀତି ନିୟମ ପରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ସକାଳ ୧୦ଟାରେ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର । Share FacebookTwitterPinterestWhatsAppLinkedinReddItTelegram Previous articleମହିଳାଙ୍କ ତଣ୍ଟି କାଟି ହତ୍ୟାNext articleଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା ଓଡିଶା ସମାଧାନ ହେବ କି ମହାନଦୀ ଜଳ ବିବାଦ? ଆଜି ଶାହଙ୍କ ଅଧ୍ୟକ୍ଷତାରେ ହେବ ଦିଲ୍ଲୀରେ... ଦେଶ ବିଦେଶ ପାର୍ବଣ ପୂର୍ବରୁ ଚାଷୀଙ୍କୁ ଭେଟି: ୬ ରବି ଫସଲର MSP ବୃଦ୍ଧି ଓଡିଶା ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର