ଭୁବନେଶ୍ୱର :ଏଜି ଛକରେ ବିଜେଡି ପ୍ରତିବାଦ କରିଛି । ପ୍ରତିବାଦ କରି ଏଜି ଛକକୁ ଗଲା ବିଜେଡି । ଅନ୍ୟପନେଟ ବିଜେଡି ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ ସଂରକ୍ଷଣ ପାଇଁ ଦାବି କରିଛିା ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଛି । କେବଳ ଏତିକି ନୁହେଁ ବିଜେଡି ବିଧାନସଭାର ବ୍ୟାରିକେଡ ଭାଙ୍ଗି ପୁଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । କଂଗ୍ରେସର ପ୍ରତିବାଦରେ ବିଜେଡି ମଧ୍ୟ ସାମିଲ ହୋଇଛି ।