33.1 C
Bhubaneswar
Tuesday, April 22, 2025
Homeଓଡିଶାବିଜେଡିର ଜିଲ୍ଲା  ସଭାପତିଙ୍କ ନାଁ ଘୋଷଣା

ବିଜେଡିର ଜିଲ୍ଲା  ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର: ବିଜେଡିର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ୧୮ ଜିଲ୍ଲା ପାଇଁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା  ହୋଇଛି । ଅନୁଗୁଳର ବ୍ରଜକିଶୋର ପ୍ରଧାନ, ପୁରୀର ଉମା  ସାମନ୍ତରାୟ, ବରଗଡ ଜିଲ୍ଲାର ସୁଶାନ୍ତ କୁମାର ମହାପାତ୍ର , ଭଦ୍ରକର ଜଗନ୍ନାଥ ସ୍ୱାଇଁ , ବୌଦ୍ଧର ପ୍ରଦୀପ ଅମାତ , ଦେବଗଡ ଜିଲ୍ଲାର ରୋମାଞ୍ଚ ରଞ୍ଜନ ବିଶ୍ୱାଳ , ଗଜପତି ଜିଲ୍ଲାର ପ୍ରଦୀପ ନାୟକ , ଜଗତସିଂହପୁରର ପ୍ରଶାନ୍ତ ମୁଦୁଲି, ଯାଜପୁର ଜିଲ୍ଲାର ସରୋଜ ମହାପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking